ଭାରତ ସରକାରଙ୍କ ଅନୁମତି ବିନା କେବଳ ଭିସା ଦେଖାଇ ଯାଇପାରିବେ ପାକିସ୍ତାନ

ନୂଆଦିଲ୍ଲୀ: ସୁଧୁରୁଛି କି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ। ଭାରତ ନେଇଥିବା ନିଷ୍ପତ୍ତି ପରେ ଏବେ ଏ ଚର୍ଚ୍ଚା ସାରା ଭାରତରେ ଲାଗି ରହିଛି। ଏବେ ଯେଉଁମାନେ ଅଟାରି-ୱାଘା ସୀମା ଦେଇ ପାକିସ୍ତାନ ଯିବାକୁ ଚାହୁଁଛନ୍ତି, ସେମାନେ କେବଳ ଭିସା ଦେଖାଇ ପାକିସ୍ତାନ ଯାଇପାରିବେ। ବର୍ତ୍ତମାନ ଅଟାରି-ୱାଘା ସୀମା ଦେଇ ପାକିସ୍ତାନ ଯିବା ପାଇଁ ଭାରତ ସରକାରଙ୍କଠାରୁ ବିଶେଷ ଅନୁମତି ନେବାକୁ ପଡ଼ିବ ନାହିଁ। ଏହାପୂର୍ବରୁ ଭିସା … Continue reading ଭାରତ ସରକାରଙ୍କ ଅନୁମତି ବିନା କେବଳ ଭିସା ଦେଖାଇ ଯାଇପାରିବେ ପାକିସ୍ତାନ